ସରକାରଙ୍କୁ ଘେରିଲେ ବିରୋଧୀ: ପ୍ରବାସୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ପାଖରେ ତଥ୍ୟ ନାହିଁ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ କେତେ ପ୍ରବାସୀ ଶ୍ରମିକ ଚାକିରି ହରାଇଛନ୍ତି, କେତେଜଣ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ସରକାରଙ୍କ ନିକଟରେ ନାହିଁ। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ପାଖରେ ମୃତ୍ୟୁ ସଂକ୍ରାନ୍ତ କୌଣସି ତଥ୍ୟ ନଥିବାରୁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ଲୋକସଭାରେ ସରକାର ଲିଖିତ ଜବାବ … Continue reading ସରକାରଙ୍କୁ ଘେରିଲେ ବିରୋଧୀ: ପ୍ରବାସୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କ ପାଖରେ ତଥ୍ୟ ନାହିଁ